#ଖଣି_ମାଫିଆଙ୍କ_ମନମାନି
#ଲିଜ_ଅବଧି_ସରିଥିଲେ_ବି_ଚାଲିଛି_ଖଣି_ଖୋଳା
ପ୍ରଶାସନର ଲିଜ ଅଞ୍ଚଳ ଖାଲି କରିବା ଚିଠି ପରେ ମଧ୍ୟ ଲିଜଧାରୀଙ୍କ କବଜାରେ କ୍ବାରି ଲିଜ ଅଞ୍ଚଳ । ପ୍ରଶାସନର ଜ୍ଞାତସାରରେ ବେଆଇନ କ୍ଵାରି ଚାଲୁଥିବା ନେଇ ସାଂଘାତିକ ଅଭିଯୋଗ । କେନ୍ଦୁଝର ବାଂଶପାଳ ବ୍ଲକ ଆମ୍ବଡହରା ଗାଁ ନିକଟରେ ଖଣିର ଲିଜ୍ ଅବଧି ସରିଥିଲେ ମଧ୍ୟ ଲିଜଧାରୀ ଏଠାରୁ କ୍ରସର ଉଠାଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା I
#Keonjhar #Odisha #ArgusNews #OdishaGovt