ଖତ ଖାଉଛି ହକି ଟର୍ଫ I ୭ କୋଟି ଟଙ୍କାର ହକି ଟର୍ଫ ଚିରି ଫାଟି ଗଲାଣି I ଅଧାରେ ରହିଯାଇଛି ହକି ଷ୍ଟାଡିଅମ୍ ସ୍ବପ୍ନ I ସମ୍ବଲପୁର ଏକ ସରକାରୀ ଅଫିସ ସମ୍ମୁଖରେ ଖତ ଖାଉଛି ୭ କୋଟି ଟଙ୍କାର ହକି ଟର୍ଫ ।
#ArgusNews #Odisha #sambalpur #HOCKEY