ଖତ ଖାଉଛି 9 କୋଟିର ମେଗା ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ । ଠିକା ଚୁକ୍ତି ନିୟମ ଅନୁଯାୟୀ, ଠିକାଦାର ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣା ବେକ୍ଷଣ କରିବା କଥା । କିନ୍ତୁ ଏଠି ଠିକା କାମ କରି କମ୍ପାନୀ ଛୁ । ଲାଭଖୋର କମ୍ପାନୀର ମୁନାଫା ପାଇଁ ଚାଷୀଙ୍କ ସ୍ବାର୍ଥକୁ ବଳି ପକା ଯାଇଛି । ପ୍ରକଳ୍ପ ଥାଇ ବି ଲାଭ ପାଉନାହାଁନ୍ତି ଚାଷୀ । ବର୍ଷା ଅଭାବ ସାଙ୍ଗକୁ ଶୁଖିଲା ପଡିଛି ଜମି
#Balangir #Waterproject #contractor #Odisha #ArgusNews