ବାପା ଦିବ୍ୟାଙ୍ଗ, ମା ହୃଦରୋଗୀ । କବାଟ ନଥିବା ବଖୁରିକିଆ ମାଟି କୁଡ଼ିଆ ଭିତରେ ଚାଲିଛି ଜୀବନ ସଂଘର୍ଷ । ଦୁର୍ବିସହ ଆର୍ଥିକ ସ୍ଥିତି ସତ୍ୱେ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖୁଛନ୍ତି ୨୦ ବର୍ଷର ପୁଅ ଉତ୍କଳ । ଦଶମ ଓ ଦ୍ବାଦଶରେ ପ୍ରଥମଶ୍ରେଣୀରେ ପାସ କରିଥିବା ଉତ୍କଳ ଖବରକାଗଜ ହକର ଭାବେ ମେହନତ କରି ନିଜ ପଢ଼ାଖର୍ଚ୍ଚ ସାଙ୍ଗକୁ ପରିବାର ଚଳାଇବାରେ କରିପାରୁଛନ୍ତି କିଛିଟା ସହଯୋଗ ।
#GoodNews #BissamCuttack #Newspaper #career #Hardwork #Odisha #ArgusNews