ଖରା ଦିନେ ଆଉ ରହିବନି ଜଳକଷ୍ଟ । ଓଡ଼ିଶାରେ କିଛି ସ୍ଥାନରେ ବସୁଧା ଯୋଜନା କାର୍ଯ୍ୟକାରୀ କରି ଏଭଳି ଡିଣ୍ଡିମ ପିଟୁଛନ୍ତି ରାଜ୍ୟ ସରକାର । କିନ୍ତୁ ରାଜ୍ୟର ଏମିତି କିଛି ଅଞ୍ଚଳ ଅଛି, ଯେଉଁଠି ବିଶୁଦ୍ଧ ପାନୀୟ ଜଳ ଲୋକଙ୍କ ପାଇଁ ସାତ ସପନ
#ArgusNews #Odisha #Anugul #Waterproblem #GovtyojanaFailed