ପାଣି ପାଇଁ ଲୋକେ ଡହଳ ବିକଳ । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ପାଟପୁର ଗାଁରେ ଉତ୍କଟ ହୋଇଛି ଜଳକଷ୍ଟ । ଗାଁରେ ପାଖାପାଖି ଦେଢହଜାର ଲୋକେ ବସବାସ କରୁଥିବା ବେଳେ ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଗୋଟିଏ ମାତ୍ର ନଳକୂପ ।
#Water #Drinkingwater #Waterproblem #Gopalpur #Patapur #Tubewell #Argusnews #Odisha