ବାତ୍ୟା ଜଓ୍ବାଦ ପଶ୍ଚିମବଙ୍ଗ ମୁହାଁ ହେବାପରେ ଏବେ ରାଜ୍ୟକୁ ଫେରିଛି ଶୀତର ଲହରି । ବିଶେଷ କରି ଦିନ ବେଳା ତାପମାତ୍ର ସ୍ବଭାବିକ ରହୁଥିବା ବେଳେ ରାତିର ତାପମାତ୍ର ପୂର୍ବାପେକ୍ଷା କମିଛି। ଫଳରେ ପୁଣିଥରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି
#weather #winter #weatherupdate #ArgusNews