ଖାଇ ଗଲେ ନିରିହ ଆଦିବାସୀଙ୍କ ଟଙ୍କା
ନେତା,ପ୍ରଶାସନ ଦଲାଲଙ୍କ କବଜାରେ ଆବାସ
କଳାହାଣ୍ଡି ନାକରୁଣ୍ଡି ପଞ୍ଚାୟତ ମାଲିଅନିକନା ଗାଁ ର ଆଦିବାସୀ ବିଧବା ମହିଳା ଓ୍ବାନା ଦେଇ ମାଝୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ତାଲିକା ନଂ- 4286 ରେ ମିଳିଥିଲା ଆବାସ ଅର୍ଥ।
#Odisha #ArgusNews #PradhanMantriAwasYojana #AwasYojana #Kalahandi #Durniti #scam