ମଦୁଆ ଥାନା ଅଧିକାରୀ ଅଜୟ ମୁଦୁଲିଙ୍କୁ ଖାଲି ବଦଳି କରିଦେଲେ କଣ ଆମକୁ ନ୍ୟାୟ ମିଳିଯିବ । ଆମେ ତାଙ୍କର ଗିରଫ ଓ ବହିଷ୍କାର ଦାବି କରୁଚୁ । ଜଣେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଓ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ ଅଜୟ ମୁଦୁଲି । ନିୟମ ସମସ୍ତଙ୍କ ପାଇଁ ସମାନ ହବା ଦରକାର । ଯଦି ସରକାର ପ୍ରଶାସନ ଆମ କଥା ନଶୁଣେ ତେବେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ
#ArgusNews #Odisha #jagatsingpur #paradeep