ଖାଲ କ୍ଷମା ସତ୍ୟବିହାର କେନାଲ ରାସ୍ତା । ରାସ୍ତା ପାଇଁ ସାଂଘାତିକ ସମସ୍ୟା ଦେଇ ଗତି କରୁଛନ୍ତି ଭୁବନେଶ୍ୱରର ସତ୍ୟବିହାର ବାସିନ୍ଦା । ଏନେଇ ସାମ୍ବାଦିକ ସମିଳନୀରେ କିଶନ ନଗର ଉନୟନ ପରିଷଦ ପକ୍ଷରୁ ବି ଏମ ସିର ବେପୁରିଆ ନୀତି ସମ୍ପର୍କରେ କହିଛନ୍ତି
#BBSR #SatyaBihar #RoadProblem #Odisha #ArgusNews