ଭୁବନେଶ୍ୱରରେ ଖୁବଶୀଘ୍ର ଲାଗୁହେବ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ସ୍ୱତନ୍ତ୍ର ଆଇନ। ବିଏମସି ପକ୍ଷରୁ ଏନେଇ ନିଆଯାଇଛି ନିଷ୍ପତ୍ତି। ମହାନଗର ନିଗମ ଆଇନ 2003ର ଧାରା 409(b) ଓ 543(b) ଅନୁଯାୟୀ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇପାରିବ। ଭୁବନେଶ୍ୱର ମହାନଗର ନିଗମରେ ଏକାଧିକ କୁକୁର କାମୁଡ଼ା ଭଳି ଘଟଣା ଘଟିବା ପରେ ବିଏମସି ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି।
#Bhubaneswar #BMC #animal #dog #attack #Nameplate #Odisha #ArgusNews