#ଖୁଲମଖୁଲା_ଚାଲିଛି_ସାର_କଳାବଜାରୀ !
ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଥିବା ଡିଣ୍ଡିମ ପିଟୁଛନ୍ତି। ମାତ୍ର ତୃଣମୂଳସ୍ତରରେ ଚାଷୀମାନେ ଏହାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି କୃଷି ଅଧିକାରୀଙ୍କ ଉପସ୍ଥିତିରେ ବି ସାରର କଳାବଜାରୀ ହେଉଥିବା ସଙ୍ଗିନ ଅଭିଯୋଗ ଆସିଛି
#ArgusNews #Odisha #ArgusNewsTV #Farmerproblem #fertiliser #Nabaranga #umerkote