ରାଜଗାଙ୍ଗପୁର ବ୍ଲକର ବଡ଼ ନୂଆଗାଁ ଯେଉଁ ଠାରୁ ବାହାରିଛନ୍ତି ମେଧା ହକି ଖେଳାଳି । ମାତ୍ର ଏଠି ଖେଳିବାକୁ ଭଲ ପଡିଆ ଟିଏ ନାହିଁ । ଯଦି ଭଲ ଖେଳ ପଡିଆ ଟିଏ ହୁଅନ୍ତା ତେବେ ଆହୁରି ଅନେକ କ୍ରୀଡ଼ାବିତ ବାହାରି ପାରନ୍ତେ ବୋଲି ସ୍ଥାନୀୟ ଲୋକେଙ୍କ ମତ ।
#ArgusNews #Odisha #hockey #Rourkela