#ଖୋଲୁଛି_ମ୍ୟୁନିସିପାଲିଟି_ଦୁର୍ନୀତିର_ପେଡ଼ି
ଅଳିଆ ସଫେଇକୁ ନେଇ କୋଟି କୋଟି ଟଙ୍କାର ଘୋଟାଲା । ମାଲେ ମାଲ ହେଉଛନ୍ତି ଠିକା ସଂସ୍ଥା ।
ଦୁର୍ଦ୍ଦଶା ଭୋଗୁଛନ୍ତି ବାଲେଶ୍ବର ସହର ବାସିନ୍ଦା । ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ...ଯେଉଁଠି ଆଖି ପଡ଼ିବ ସେଠି ଅଳିଆ, ଆବର୍ଜନା ।
#Corruption #Balasore #Municipality #ArgusNews #Odisha