#ଖୋକା_ଭାଇ_ତମେ_କେବେ_ସଂଙ୍ଗୀତକୁ_ଧୋକା_ଦେଇନ
ଖୋକା ଭାଇ, ତମେ କେବେ ସଂଙ୍ଗୀତକୁ ଧୋକା ଦେଇନ । ଆଜିବି ସଙ୍ଗୀତ ତୁମକୁ ଝୁରୁଛି, ବିରହରେ ଗୁମୁରୁଛି । ସଙ୍ଗୀତ ପ୍ରଣୟ ଓ ପ୍ରତାରଣାରେ ପରିପୂର୍ଣ୍ଣ ଏକ ବିଚିତ୍ର ଜୀବନାନୁଭୂତିର ସ୍ପର୍ଶ ଅକ୍ଷୟ ମହାନ୍ତିଙ୍କୁ ଅର୍ଗସ ପରିବାରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ।
#AkshayaMohanty #music #Singar #Odisha #ArgusNews