#ଖୋଜି_ଆଣିଦିଅ_ମୋ_ଅଜାଙ୍କୁ
ଚିକିତ୍ସା ପାଇଁ ବାଲେଶ୍ଵର ରୁ ଭୁବନେଶ୍ଵର ଏମ୍ସକୁ ଆସିଥିଲେ ବୁଢ଼ା ଅଜା । ୧୧ ତାରିଖରୁ ଆଜି ଯାଏଁ ତାଙ୍କର କୌଣସି ଖୋଜ ଖବର ନାହିଁ । ରାଜଧାନୀର ରାସ୍ତା ଘାଟ ଦରାଣ୍ଡି ହେଉଛି ନାତି ।
#Balasore #AIIMS #Bhubaneswar #treatment #grandfather #missing #Identified #ArgusNews