ଦିନକୁ ଦିନ ବଢିବାରେ ଲାଗିଛି ଗୋ ମାତା ଓ ଗୋ ମାଂସ ଚାଲାଣ । ଖୋର୍ଦ୍ଧାରୁ ୨୪ ଟନ୍ ଗୋମାଂସ ଜବତ । ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଗ୍ରୀନ୍ ଚିଲି ନିକଟରୁ ଜବତ ହେଲା ଏହି ମାଂସ ।
#Khordha #Beefseized #Transported #Odisha #ArgusNews