#ଖୋର୍ଦ୍ଧା_ପାଲଟିଛି_ନିଶା_ବେପାରୀଙ୍କ_ହବ
#ପ୍ରତିମାସ_ଧରା_ହେଉଛି_କୋଟି_କୋଟି_ଟଙ୍କାର_ଧଳା_ଜହର
#ଧରାପଡୁନାହାନ୍ତି_ନିଶା_କାରବାରର_ମାଷ୍ଟରମାଇଣ୍ଡ
ପୁଣି ଧରା ହେଲା ବିପୁଳ ପରିମାଣର ଧଳ ଜହର । ଖୋର୍ଧାରୁ କ୍ରାଇମବ୍ରାଂଚ ଏସଟିଏଫ ଟିମ୍ ଜବତ କରିଛି ଏକ କିଲୋ ୩ ଶହ ଗ୍ରାମର ବ୍ରାଉନସୁଗର । ଏଥିରେ ଭଦ୍ରକ, କଟକ ଓ ଖୋର୍ଧାର ୩ ବେପାରୀ ଗିରଫ ହୋଇଥିବା ବେଳେ କମିଶନରେଟ ପୋଲିସ ୨୫୦ ଗ୍ରାମ ବ୍ରାଉନସୁଗର ଧରି ମଧ୍ୟ ଗିରଫ କରିଛି ୪ ଅଭିଯୁକ୍ତଙ୍କୁ ।
#ArgusNews #Odisha #brownsugar #OdishaPolice #Bhubaneswar #khorda