ଖୋର୍ଦ୍ଧା-ମଣ୍ଡି ଖୋଲିଲା ହେଲେ ମିଲର ଧାନ ନେଲେନାହିଁ । ଚଳିତ ବର୍ଷ ଖୋର୍ଦ୍ଧା ବ୍ଲକରେ କଅଁପୁର ସେବା ସମବାୟ ସମିତି ନାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଧାନ ମଣ୍ଡି ଉଡଘାଟନ ହୋଇଥିଲା । ଚାଷୀ ଗାଡି ଭଡ଼ାକରି ମଣ୍ଡିକୁ ଧାନ ଆଣିଥିଲେ। କିନ୍ତୁ ମିଲର ଧାନ ସଂଗ୍ରହ କଲାନାହି
#khordha #Dhanamandi #PaddyProcurement #ArgusNews