#ଖୋଲିଲା_ନବମ_ଶ୍ରେଣୀ_କ୍ଲାସ_ରୁମ୍
ଦିର୍ଘ ଦିନ ପରେ ଆଜିଠାରୁ ଠାରୁ ନବମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ କ୍ଲାସ ରୁମ୍ ପାଠପଢା ଆରମ୍ଭ ହେଉଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ଗୁଡିକରେ ନବମ ଶ୍ରେଣୀ ପିଲାମାନଙ୍କୁ ପାଠପଢା ଯିବ । ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ଟା ୨୦ ଯାଏଁ ହେବ ପାଠପଢା । ରବିବାର ଓ ଅନ୍ୟ ସରକାରୀ ଛୁଟି ଦିନଗୁଡ଼ିକରେ ସ୍କୁଲ ବନ୍ଦ ରହିବ ।
#ArgusNews #Odisha #Open #9thclass #allschools #study