#ଖୋଲିଲା_ପିଶାଚ_ଗୋବିନ୍ଦ_ସାହୁର_ମୁଖା
#କାର_ଭିତରେ_ହତ୍ୟା_ମମିତାଙ୍କୁ_ହତ୍ୟା_କରିଥିଲା_ଗୋବିନ୍ଦ
କ୍ୟାପଟେନଙ୍କ ଖାସ୍ ନର ପିଶାଚ ଗୋବିନ୍ଦ ସାହୁ । ଗୋବିନ୍ଦ ଦେହଜୀବୀ ଭଳି ବ୍ୟବହାର କରୁଥିଲା ଛାତ୍ରୀଙ୍କୁ । ଏସବୁର ପୋଲ ଖୋଲିଦେବ ବୋଲି କହିବାରୁ ମମିତାଙ୍କ ହତ୍ୟା କରାଗଲା । ଗୋବିନ୍ଦଙ୍କ ପରକୀୟା ପ୍ରିତୀ କାଳେ ପ୍ରଘଟ ହୋଇଯିବ ସେଥିପାଇଁ ଗୋବିନ୍ଦ ହତ୍ୟା କରିଛି ମମିତାଙ୍କୁ ।
#MamitaMurderCase #JusticeforMamita #Kalahandi #DibyaShankarMishra #police #GovindSahu #Mahalinga #Odisha #ArgusNews