ଦୀର୍ଘଦିନର ବ୍ୟବଧାନ ପରେ ଆଜି କଟକ ଜିଲ୍ଲା ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା' ଚର୍ଚ୍ଚିକାଙ୍କ ପୀଠ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। ଏନେଇ ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ପ୍ରତିକ୍ରିୟା।
#ArgusNews #Odisha #Cuttack #Banki #templeopen