ପେଶା ଚାକିରୀ କିନ୍ତୁ ନିଶା ତାଙ୍କର ବୃକ୍ଷରୋପଣ । ସବୁଜ କୋରାପୁଟ ପାଇଁ ନିଜକୁ ନିୟୋଜିତ କରିଥିବା ଏଭଳି ଜଣେ ମଣିଷ ହେଉଛନ୍ତି ଲକ୍ଷ୍ମୀପୁରର ଗୋପେଶ ଗରଡ଼ା । ଗୋପେଶ ଓ ତାଙ୍କର ସହଯୋଗୀ ମାନେ ଲକ୍ଷ୍ମୀପୁର ଅଂଚଳ ଓ ଏହାର ବାହାରେ ବନୀକରଣ କାମରେ ନିଜକୁ ନିୟୋଜିତ ରଖି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ।
#Odisha #plantation #Narayanpatna #Koraput #GoodNews #gopesh