ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ରାଶିବାଡ ନିକଟରେ ସକାଳ ୬ ଘଣ୍ଟା ସମୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କଟକରୁ ପାରଳାଖେମୁଣ୍ଡି ଫେରୁଥିବା ଏକ ଘରୋଇ ବସ୍ ବ୍ରେକ୍ ଫେଲ ହେବାରୁ ଦୁର୍ଘଟଣା ଘଟିଛି । ବସରେ ଥିବା ଅନେକ ଯାତ୍ରୀମାନେ ଗୁରୁତର ଥିବା ବେଳେ, ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ବସରେ ଥିବା ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି ।
#Gajapati #Rayagada #bus #ambulances #medical #treatment #Odisha #ArgusNews