ଚିକିତ୍ସା ପାଇଁ ରୋଗୀଙ୍କ ଲମ୍ବା ଲାଇନ୍ । ହେଲେ ଡାକ୍ତର ମାତ୍ର ଦୁଇ ଜଣ । ସକାଳରୁ ସନ୍ଧ୍ୟା ଏହିଭଳି ଛିଡା ହେବାକୁ ପଡୁଛି । କେତେବେଳେ ପାଳି ପଡିବ । ଆଉ ଚିକିତ୍ସା ମିଳିବ ସେଥିପାଇଁ ହନ୍ତସନ୍ତ ରୋଗୀ ପରିବାର ।
#Ganjam #Khalikote #healthcenter #DoctorProblem #PatientProblem #treatment #medicalissue #AshokKumarTripathy #Odisha #ArgusNews