#ଗଞ୍ଜାମରେ_ଚରମସୀମାରେ_ମନରେଗା_ଦୁର୍ନୀତି
ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ ମନ୍ଦରଡ଼ା ଗ୍ରାମ ସ୍ଥିତ ନୂତନ ହାଇସ୍କୁଲ କୋଠା ପଛପଟେ ମନରେଗା ଯୋଜନାରେ ଏକ କେନାଲ୍ କାମ ଚାଲିଛି । ହେଲେ କାମ ନସରୁଣୁ ଏହି ଡ୍ରେନ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ଆଉ ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । କାମ ନିମ୍ନମାନର ହୋଇଥିବା ଗୁରୁତର ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
#ArgusNews #Odisha #ganjam #mgnrega #drainwork #protest