ଜମି ନଥାଇ ଚାଷୀ ପଞ୍ଜିକରଣ କରୁଥିବା ବହୁ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା କିନ୍ତୁ ସଠିକ ସମୟରେ ବଳିଷ୍ଠ ପଦକ୍ଷେପ ନେଲେ ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଏବେ ଜିଲ୍ଲାର ୪୪୦ କୃଷି ସମବାୟ ସମିତିର ୧୨୦୦ ନକଲି ଚାଷୀ ଚିନ୍ହଟ ହୋଇଛନ୍ତି । ଏହା ଜଣା ପଡିବା ପରେ ନକଲି ଚାଷୀଙ୍କ ପଞ୍ଜିକରଣକୁ ରଦ୍ଧ କରାଯାଇଛି । ଦେଖିବା ଏହି ରିପୋର୍ଟ
#Ganjam #fakefarmer #registration #collector #ArgusNews