ଏଣିକି ଗଞ୍ଜାମରେ ବାଲ୍ୟ ବିବାହର ପ୍ରଥମ ସୂଚନା ପ୍ରଦାନକାରୀଙ୍କୁ ମିଳିବ 50 ହଜାର ପୁରସ୍କାର ରାଶି । ଏଭଳି କିଛି ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ । ଏହାସହ ଗଞ୍ଜାମ ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିଛନ୍ତି ।
#Ganjam #Berhampur #childmarriage #Odisha #ArgusNews