ଅଦିନିଆ ବର୍ଷା ଏବଂ ବାରହା ଉପଦ୍ରବ ଯୋଗୁଁ କ୍ଷତିଗ୍ରସ୍ତ ଚାଷିଙ୍କୁ କ୍ଷତିପୂରଣ ଓ ବୀମା ସହାୟତା ଦେବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣ ଦେଇଛନ୍ତି ଚାଷୀ । ଅଦିନିଆ ବର୍ଷା ଚାଷୀଙ୍କ ଫସଲ ଉଜାଡି ଦେଇଥିବା ବେଳେ ପୁଣି ଏବେ ବାରହା ଉପଦ୍ରଵ ଦେଖିବାକୁ ମିଳିଲାଣି । ହେକ୍ଟର ହେକ୍ଟର ଚାଷ ଜମି ବର୍ଷା ଏବଂ ବାରହା ଯୋଗୁଁ ନଷ୍ଟ ହୋଇଛି । ଏଣୁ ଏ ସବୁର କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ଚାଷୀ ମାନେ
#Ganjam #Brahmapur #Farmerprotest #Agriculture #ArgusNews