#ଗଞ୍ଜାମ_ମହୁଲବାଡି_ଗାଁରେ_ପଡ଼ିନି_ବିକାଶର_ପାଦ_ଚିହ୍ନ
ଗାଁକୁ ରାସ୍ତା ନଥିବା ବେଳେ ବିଲ ହିଡ଼ ପାଲଟିଛି ଲୋକଙ୍କ ଭରଷା । ସେପଟେ ବର୍ଷ ବର୍ଷ ପରେ ବି ଦୂର ହେଉନି ଜଳକଷ୍ଟ। ଦୀର୍ଘ ଦିନରୁ ନଳକୂପ ଅଚଳ ଥିବାରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ ।
#Ganjam #WaterProblem #RoadProblem #Odisha #ArgusNews