ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକର ତିନି ଗାଁର ଲୋକେ ଅସ୍ତବ୍ୟସ୍ତ । ମାଙ୍କଡ଼ ଆକ୍ରମଣର ଶିକାର ହେଉଛନ୍ତି ଶତାଧିକ ଲୋକ । ବାରାହା ମଧ୍ୟ ଫସଲ ଉଜାଡିଦେଉଛି । ତେଣୁ ତିନି ଖଣ୍ଡ ଗାଁର ଲୋକେ ଆସିଛନ୍ତି ବ୍ରହ୍ମପୁର ବନ ବିଭାଗ କାର୍ଯ୍ୟଳୟକୁ ।
#Ganjam #Rangeilundablock #monkeyattack #ForestDepartment #allegations #PitamberNahak #Odisha #ArgusNews