#ଗଣତନ୍ତ୍ରର_ଭିନ୍ନ_ଭିନ୍ନ_ରଙ୍ଗ
#ସୁନ୍ଦରଗଡ_କୁତ୍ରାରେ_ପରୀକ୍ଷା_ଦେଲେ_ସରପଞ୍ଚ_ପ୍ରାର୍ଥୀ
#ଜଗତସିଂହପୁରରେ_ଚକୁଳିଆପଣ୍ଡା_ବେଶରେ_ପ୍ରଚାର
ଲିଖିତ ପରୀକ୍ଷାରେ ପାସ୍ କଲେ ହିଁ ଭୋଟ୍ ମିଳିବ । ଏଥିପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ଲିଖିତ ପରୀକ୍ଷା ଦେବାକୁ ପଡିଛି । ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମଳିଛି ସୁନ୍ଦରଗଡ କୁତ୍ରା ବ୍ଲକ ମାଲପୁଡା ଗାଁରେ । ଗ୍ରାମବାସୀଙ୍କ ସର୍ତ୍ତ ଯେମିତି ପ୍ରଶ୍ନ ବି ଥିଲା ବେଶ ସେମିତି ରୋଚକ ।
#Sundargarh #kutra #PanchayatElection #sarpanchcandidate #exam #Odisha #ArgusNews