ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଘଟଣାସ୍ଥଳରୁ କିଛି ଦୂରରୁ ଜଵତ କରାଯାଇଛି। ଶୁଣନ୍ତୁ ପୁରୀ ଅତରିକ୍ତ ଏସପି ମିହିର ପଣ୍ଡାଙ୍କ ପ୍ରତିକ୍ରିୟା
#ArgusNews #Odisha #ArgusNewsTV #Puri #Baselisahi #Murder #Culprit #puri_SP #mihirpanda