ଗତକାଲି ଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ନୀତି ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳ ପର୍ଯ୍ୟନ୍ତ ଭକ୍ତମାନେ କାଳିଆ ସାଆନ୍ତଙ୍କ ପଦ୍ମମୁଖ ଦର୍ଶନ କରିବେ । ବର୍ଷକରେ କେବଳ ଗୋଟିଏ ଦିନ ମହାପ୍ରଭୁ ପଦ୍ମବେଶରେ ହିଁ ପହୁଡ଼ ଯାଆନ୍ତି । ପରମ୍ପରା ଅନୁଯାଇ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ । ଆଜି ଭକ୍ତମାନେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅବକାଶ ନୀତି ପର୍ଯ୍ୟନ୍ତ ଦର୍ଶନ କରିପାରିବେ ।
#puri #JagannathTemple #padmabesha #lordjagannath #Odisha #ArgusNews