#ଗତ_ଦୁଇବର୍ଷ_ପରି_ଫିକା_ହେବ_ନୂଆବର୍ଷ_ପାଳନ
ନୂଆ ବର୍ଷର ପ୍ରଥମ ଦିନରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଭିକ୍ଷା କରିଥାନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଥାଏ। କିନ୍ତୁ ଓମିକ୍ରନ୍ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ଥିବାରୁ ଦୁଃଖରେ ଭକ୍ତ।
#newyearseve #templeclosed #Srimandir #JagannathTemple #devotees #Omicron #Puri #Odisha #ArgusNews