ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ୍ ବର୍ଷା ହୋଇଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଗତ ବର୍ଷ ଜୁନ୍ ୧ରୁ ଜୁଲାଇ ୨୦ ମଧ୍ୟରେ ରାଜ୍ୟରେ ୪୦୮.୮ ମିମି ବର୍ଷା ହୋଇଥିଲା । କିନ୍ତୁ ଚଳିତ ବର୍ଷ ଏହି ସମୟରେ ମାତ୍ର ୩୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି ।
#ArgusNews #Odisha #ArgusNewsTV #monsoon #IMD