ମାଛ ଚାଷ କ୍ଷେତ୍ରରେ ଏକ ଅଗ୍ରଣୀ ଅନୁଷ୍ଠାନ। କେବଳ ଗବେଷଣା ନୁହେଁ ଏଠାରୁ ତାଲିମ୍ ନେଇ ଆତ୍ମନିର୍ଭର ହୋଇପାରିଛନ୍ତି ଶତାଧିକ ମାଛ ଚାଷଈ । ଅତ୍ୟାଧୁନିକ ଓ ଜୈବିକ ପ୍ରକ୍ରିୟାରେ ଏଠାରେ ହୋଇଥାଏ ମାଛ ଚାଷ।
#Fishfarming #farming #Fish #Training #farmers #Research #modernandorganicprocesses #Bhubaneswar #Odisha #ArgusNews