#ଗରିବଙ୍କ_ମିଳୁନି_ବିଜୁସ୍ବାସ୍ଥ୍ୟ_ଯୋଜନାର_ଲାଭ।
ଘରୋଇ ହସପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ କାମ ନଦେବା ପରେ ପଡିଛି କୋର୍ଟର ଛାଟ। କଟକର ଏକ ଘରୋଇ ହସପିଟାଲ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ହାଇକୋର୍ଟ କରିଛନ୍ତି ହସ୍ତକ୍ଷେପ। ରୋଗୀ ପାଖରୁ ନେଇଥିବା ୭୦ ହଜାର ଟଙ୍କାକୁ ୭ ଦିନ ମଧ୍ୟରେ ଫେରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟରେ କେମିତି ଚାଲିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ତାର ସତ ସାମନାକୁ ଆସିଛି।
#Odisha #ArgusNews #BijuSwasthyaKalyanYojana #BSKY #healthcard #highcourtofodisha