#ରାଜ୍ୟରେ_ସ୍ବାସ୍ଥ୍ୟ_ସେବାର_ବିକଳ_ଚିତ୍ର
#କାମରେ_ଆସୁନି_ବିଜୁ_ସ୍ବାସ୍ଥ୍ୟ_କାର୍ଡ
ରାଜ୍ୟରେ ଦୟନୀୟ ସ୍ବାସ୍ଥ୍ୟସେବାର ଚିତ୍ର । ଆର୍ଥିକ ଅନାଟନ ଯୋଗୁଁ ୧୮ ବର୍ଷର ରୋଗିଣା ଝିଅକୁ କାନ୍ଧରେ ବୋହୁଛି ଗରିବ ବାପା ।
#Balangir #Patnagarh #bijuswasthyacard #poor #father #carrying #daughter #Odisha #ArgusNews