ରାଏଜ୍ ସରକାର୍ ଦିବ୍ୟାଙ୍ଗ ମାନକର୍ ଲାଗି ବହୁତ୍ ଟେ ଯୁଜନା କରୁଥିବାର୍ କହୁଛନ୍। କେନ୍ତା ସେ ଭଲ୍ ସେ ପଢି ପାରବେ ବିନା କାହାର ସାହାଯ୍ୟ ନେ ସମାଜ ନେ ଚଲି ପାରବେ ସେ ସବୁ କେ ନଜର ଦେଉଥିବାର୍ କହୁଛନ୍। । କିନ୍ତୁ କେତେଟା ଦୃଶ୍ୟ ଦେଖଲେ ଯେନ୍ତା ଲାଗୁଛେ ଇ ସବୁ ସରକାର୍ ଙ୍କର୍ ଖାଲି ନାରାବାଜି
#ArgusNews #Odisha #NewsChannel #ArgusNewsTV #Sambalpur #handicapped #No_Govt_Facility