ଅସଦାଚରଣର ଶିକାର ହେବା ପରେ କେସ ପ୍ରତ୍ୟାହାରା ପାଇଁ ଧମକ ମିଳୁଥିଲା ଯୁବତୀଙ୍କ ପରିବାରକୁ । କେବଳ ଏତିକି ନୁହେଁ ଅଭିଯୁକ୍ତ ଶେଖ୍ ମୁସ୍ତାକିନର ଲୋକ ଧମକ ଚମକ ଦେଉଥିଲା ବେଳେ ଲାଞ୍ଚ ନେଇ ପୋଲିସ ବସିଯାଇଥିଲା ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମାଆ ।
#ArgusNews #Odisha #Bhadrak #police #ACP #protest #Criminal