ଶୁଶ୍ରୁତ ହସ୍ପିଟାଲ ଓ ଟ୍ରମାକେୟାର ପରିସରରେ ଗରିବ ରୋଗୀଙ୍କୁ ଉତ୍କୃଷ୍ଟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଚିକିତ୍ସାଳୟ ପରିସରରେ ଜନତା ୱାଡ଼ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ରୋଟାରୀର ଜିଲ୍ଲା ସାନ୍ତନୁ କୁମାର ପାଣି, ବି.ଡି.ଏନ୍ ରୋଟାରୀଆନ୍ ଜୟଶ୍ରୀ ମହାନ୍ତି ସମ୍ମାନୀତ ଅତିଥ୍ ଭାବେ ଯୋଗଦେଇଥିଲେ ।
#Bhubaneswar #SushrutHospital #janataward #Odisha #ArgusNews