ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ବେଆଇନ ଭାବେ ମାଛ ମାରିବାକୁ ଯାଇ ବନବିଭାଗ ଦ୍ବାରା ବନ୍ଧାହେଲେ ୧୧ ଜଣ ମାଛ ମାଫିଆ। ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୧ଜଣ ମାଛ ମାଫିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।
#Kendrapara #rajnagar #gahirmatha #illigalfishing #ForestDepartment #ArgusNews