ଖୋର୍ଦ୍ଧା ବ୍ଲକ ନନ୍ଦପୁର ପଂଚାୟତରେ ରହିଛି ଅନେକ ସମସ୍ୟା । ସେଥିମଧ୍ୟରୁ ରାସ୍ତାଘାଟ, ପାନୀୟ ଜଳ ଓ ମୁଖ୍ୟତଃ ମେଡିକାଲ ରହିଛି ମାତ୍ର ଡାକ୍ତର ନାହାନ୍ତି.ଆଜି ନନ୍ଦପୁର ପଂଚାୟତର ଛତିପୁର ଗ୍ରାମରେ ବିଜୟ କେତନ ମଙ୍ଗରାଜ ନିଜ ସମର୍ଥକ ମାନଙ୍କ ସହ, ଖୋଲା ଛତା ଧରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି
#Khordha #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews