ଗାଁରେ ରାସ୍ତା ସମସ୍ୟା ଦୂର କରିବାକୁ ସରକାରଙ୍କ ମାଳ ମାଳ ଯୋଜନା । କିନ୍ତୁ ବାସ୍ତବରେ ଏହା ଲୋକଙ୍କ ପାଖରେ ପହଞ୍ଚୁନି । ବର୍ଷା ଦିନେ କାଦୁଅ ପଚ ପଚ ରାସ୍ତା ହିଁ ଲୋକଙ୍କ ଯାତାୟତର ମାଧ୍ୟମ ସାଜିଛି ।
#malkangiri #RoadProblem #rain #Odisha #ArgusNews