#ଗାଁକୁ_ଚାରିପଟୁ_ଘେରି_ରହିଛି_ପ୍ରସନ୍ନ_ନଦୀ
ବାଲେଶ୍ୱର ବଡାପାଳ ପଂଚାୟତର ବରବାଙ୍କ ଗାଁ । ଗାଁକୁ ଚାରିପଟୁ ଘେରି ରହିଛି ପ୍ରସନ୍ନ ନଦୀ । ମୁଖ୍ୟ ରାସ୍ତାଠାରୁ ଗାଁକୁ ଯୋଗାଯୋଗ ପାଇଁ ଏଇ ସରୁ କଚ୍ଚା ରାସ୍ତାହିଁ ସାହା ଭରସା । ଏହି ସରୁରାସ୍ତାରେ କିଛିବାଟ ଗଲାପରେ ପଡେ ପ୍ରସନ୍ନ ନଦୀ । ଗମନାଗମନରେ ସୁବିଧା ପାଇଁ ଏଠି ଆଯିଯାଏଁ ରୋଡ ତିଆରି ହୋଇନି ।
#durgamaodisha #Balasore #RoadProblem #prasanriver #Odisha #ArgusNews