#ବିଜେଡି_ସରକାରର_ଦୀର୍ଘ_ବର୍ଷ_ଶାସନରେ_ବଦଳିଲାନି_ଚିତ୍ର
#ଏବେ_ବି_ଅନେକ_ଗାଁକୁ_ନାହିଁ_ଚଲାପଥର_ସୁବିଧା
ରାସ୍ତା ସମସ୍ୟା ପାଇଁ କେଉଁଠି ଆମ୍ବୁଲାନ୍ସ ପହଞ୍ଚି ପାରୁନି ତ କେଉଁଠି ବାରମ୍ବାର ଦୁର୍ଘଟଣାର ଶିକାର ହେଉଛନ୍ତି ଲୋକେ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଲୁକାପଡା ଗାଁ କ୍ଷେତ୍ରରେ।
#ArgusNews #ArgusNewsTV #Odisha #Balangir #RoadConstruction