#ଗାଁକୁ_ନାହିଁ_ନେଟୱାର୍କ !
ଆସୁନି ନେଟ୍ୱର୍କ । କଥା ହେଲେ ହ୍ୟାଲୋ ହ୍ୟାଲୋ ହୋଇ ତଣ୍ଟିପାଟି କଣ ହୋଇଯାଉଛି । ଆଉ ଏଥିରେ ପିଲାମାନେ ପଢିବେ ଅନଲାଇନ ପାଠ। ଶ୍ରେଣୀ ଗୃହ ପାଠ ପଢା ରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅନଲାଇନ ବ୍ୟବସ୍ଥା କରିଥିବା ବେଳେ ଏହି ପଢା ଏବେ ପାଲଟିଛି ମୁଣ୍ଡ ବିନ୍ଧାର କାରଣ
#ArgusNews #Odisha #ArgusNewsTV #MobileNetwork #RuralArea #onlineeducation