ବିକାଶର ବହୁତ ଦୂରରେ ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ଏଣ୍ଡ୍ରି ଗ୍ରାମ । ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଓ ପିଇବା ପାଣି ଠାରୁ ଆରମ୍ଭ କରି ମୈଳିକ ସୁବିଧାରୁ ମଧ୍ୟ ବଞ୍ଚିତ ଏଠିକାର ଲୋକେ । ଅଧିକାରୀ ମାନଙ୍କ ପାଖରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାହାରି ମଧ୍ୟ ନଜର ପଡ଼ୁନାହିଁ ଏମାନଙ୍କ ଉପରେ
#raygada #underdevelopment #electionboycut #ArgusNews