ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ବାଙ୍ଗିରିପୋଷୀ ବ୍ଲକ୍ ଅନ୍ତର୍ଗତ ଚାକିଡି ପଞ୍ଚାୟତ ର ଜାମତାଳିଆ ଗାଁରୁ ଆସିଛି ଏପରି ଏକ ଅଭାବନୀୟ ଘଟଣା । ଗର୍ଭବତୀ ମହିଳା ହେଲେ ଜାମତାଳିଆ ଗାଁର ୨୪ ବର୍ଷୀୟା ଗଙ୍ଗାଧର ହାଁସଦା ଙ୍କର ସ୍ତ୍ରୀ ୨୨ବର୍ଷୀୟ ଫୁଲେଶ୍ବରୀ ହାଁସଦା
#Mayurbhanj #RoadProblem #Odisha #ArgusNews